ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା। ୬.୩୦ରେ ରାଜ୍ୟବାସୀଙ୍କୁ କରିବେ ସମ୍ବୋଧନ।

ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ସାମିଲ ହେଲାନି ଓଡ଼ିଶା : ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ୮ଟି ପ୍ରସଙ୍ଗରେ ଆଲୋଚନା

କନକ ବ୍ୟୁରୋ: ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୬.୩୦ରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟର ସମ୍ବୋଦନ କରିବେ । ମୁଖ୍ୟମନ୍ତ୍ରୀ କିଛି ବଡ ଘୋଷଣା କରିପାରନ୍ତି ।

ଆଶା କରାଯାଉଛି ଯେ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି । ଅନେକ ଦିନ ଧରି ରାଜ୍ୟରେ ବିଭିନ୍ନ ସଂଗଠନ ଏନେଇ ଦାବି କରିଆସୁଥିଲେ । ବାରମ୍ବାର ଏନେଇ ଆଲୋଚନା ହୋଇଥିଲା । ତେଣୁ ସମସ୍ତେ ଆଶା ରଖିଛନ୍ତି ଯେ ଏନେଇ ନବୀନ କିଛି ଘୋଷଣା କରିପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe