କନକ ବ୍ୟୁରୋ: ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୬.୩୦ରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟର ସମ୍ବୋଦନ କରିବେ । ମୁଖ୍ୟମନ୍ତ୍ରୀ କିଛି ବଡ ଘୋଷଣା କରିପାରନ୍ତି ।
ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ
ଆଜି ସନ୍ଧ୍ୟା ସାଢେ ୬ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ @Naveen_Odisha#Odisha#KanakNewspic.twitter.com/7s6rukIxCK— Kanak News (@kanak_news) October 15, 2022
ଆଶା କରାଯାଉଛି ଯେ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି । ଅନେକ ଦିନ ଧରି ରାଜ୍ୟରେ ବିଭିନ୍ନ ସଂଗଠନ ଏନେଇ ଦାବି କରିଆସୁଥିଲେ । ବାରମ୍ବାର ଏନେଇ ଆଲୋଚନା ହୋଇଥିଲା । ତେଣୁ ସମସ୍ତେ ଆଶା ରଖିଛନ୍ତି ଯେ ଏନେଇ ନବୀନ କିଛି ଘୋଷଣା କରିପାରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Wishes-pour-in-for-CM-Naveen-Patnaik-on-his-birthday.jpg)