ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ କଟକର ତିନି ବିଧାୟକ

Advertisment
ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ କଟକର ତିନି ବିଧାୟକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ କଟକର ୩ ବିଧାୟକ । ଦେବାଶିଷ ସାମନ୍ତରାୟ, ପ୍ରଭାତ ବିଶ୍ୱାଳ ଓ ପ୍ରତାପ ଜେନା ନବୀନଙ୍କ ପ୍ରକୋଷ୍ଠରେ ଉପସ୍ଥିତ ହୋଇଛନ୍ତି । ଏମାନଙ୍କ ସହ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ଅଛନ୍ତି । କଟକ ମହାନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ ନେଇ ଦାମଙ୍କ ମତ ଓ ଭୂତ ଉପାଖ୍ୟାନ ପ୍ରସଙ୍ଗରେ ନବୀନ ଏମାନଙ୍କ ଆଲୋଚନା କରୁଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe