କନକ ବ୍ୟୁରୋ: ଆଜିଠାରୁ ସାରା ଦେଶରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି । ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରା । ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ରାତି ୧୦ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ପ୍ରଚାର ଡ଼ାକବାଜି ଯନ୍ତ୍ରର ବ୍ୟବହାର ନିଷିଦ୍ଧ କରାଯାଇଛି । ସବୁଠାରୁ ବଡ଼କଥା ହେଲା ଯେ ପ୍ରଥମଥର ପାଇଁ ସୋସିଆଲ ମିଡ଼ିଆ ଉପରେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ କରାଯାଇଛି ।
ଆଜିଠୁ ସାରା ଦେଶରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି: ମୁଖ୍ୟ ନିର୍ବାଚନ କମିଶନ
/kanak/media/post_attachments/wp-content/uploads/2019/03/5e21f635b09f7fe23b74a6e81b2cd018-1-1.jpg)