ଛତିଶଗଡ ବିଜାପୁରରୁ ଆସିଲା ସମ୍ବେଦନଶୀଳ ଚିତ୍ର : ଅପହୃତ ସ୍ୱାମୀଙ୍କୁ ଛଡାଇବା ପାଇଁ କୋଳରେ ଛୁଆକୁ ଧରି ଜଙ୍ଗଲରେ ବୁଲୁଛନ୍ତି ସ୍ତ୍ରୀ

Advertisment
ଛତିଶଗଡ ବିଜାପୁରରୁ ଆସିଲା ସମ୍ବେଦନଶୀଳ ଚିତ୍ର : ଅପହୃତ ସ୍ୱାମୀଙ୍କୁ ଛଡାଇବା ପାଇଁ କୋଳରେ ଛୁଆକୁ ଧରି ଜଙ୍ଗଲରେ ବୁଲୁଛନ୍ତି ସ୍ତ୍ରୀ

କନକ ବ୍ୟୁରୋ : ଅପହୃତ ସ୍ୱାମୀକୁ ଛଡାଇବା ପାଇଁ କୋଳରେ ଛୁଆକୁ ଧରି ଖାଲି ପାଦରେ ଜଙ୍ଗଲ ଭିତରେ ଘୂରି ବୁଲିଛନ୍ତି ସ୍ତ୍ରୀ । ଛତିଶଗଡ ବିଜାପୁର ଜିଲ୍ଲାରୁ ଆସିଛି ଏଭଳି ଦୃଶ୍ୟ । ଗତ ୧୦ ତାରିଖ ଦିନ ଇଞ୍ଜିନିୟର ସ୍ୱାମି ଅଶୋକ ପାଓାରଙ୍କ ସହ ଜଣେ କର୍ମଚାରୀକୁ ମାଓବାଦୀ ମାନେ ଅପହରଣ କରି ନେଇଯାଇଛନ୍ତି ।

ବିଜାପୁର ଜିଲ୍ଲା ବେଦରେ ଅଂଚଳରେ ଏକ ଇନ୍ଦ୍ରାବତୀ ନଦୀ ଉପରେ ପୋଲ ନିର୍ମାଣ କାମକୁ ତଦାରଖ କରୁଥିଲେ ଘରୋଇ କମ୍ପାନୀର ଇଞ୍ଜିନିୟର ଅଶୋକ ପଓାରା । ଏବେ ଅଶୋକଙ୍କ ପତ୍ନୀ ସ୍ୱାମୀଙ୍କୁ ଖୋଜିବାକୁ କୋଳରେ ପୁଅକୁ ଧରି ଖାଳି ପାଦରେ ଜଙ୍ଗଳରେ ଘୂରି ବୁଲୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe