ଛତିଶଗଡ଼ରେ ହେଲିକପ୍ଟର ଦୁର୍ଘଟଣା: ୨ ପାଇଲଟ ମୃତ, ସେମାନଙ୍କ ମଧ୍ୟରୁ ଜଣେ ଓଡିଆ ଥିବା ସୂଚନା 

326

କନକ ବ୍ୟୁରୋ: ଛତିଶଗଡ଼ରେ ହେଲିକପ୍ଟର ଦୁର୍ଘଟଣା  । ରାୟପୁରର ସ୍ୱାମୀ ବିବେକାନନ୍ଦ ଏୟାରପୋର୍ଟରେ ଆଜି ରାତି ୯ଟା ୧୦ ବେଳେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି  । ଏଥିରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି  । ଏମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ମଧ୍ୟ ରହିଥିବା କୁହାଯାଉଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଏନେଇ ଅଧିକ ତଦନ୍ତ କରାଯାଉଛି  ।