ଛବିରାଣୀ ଫିଲ୍ମ ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା ଉଦ୍ୟମ: ନବୀନ ନିବାସ ଆଗରୁ ଉଠାଇନେଲା ପୋଲିସ

244

କନକ ବ୍ୟୁରୋ: ଛବିରାଣୀ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା ଉଦ୍ୟମ । ବବି ଇସଲାମ ଓ ଅଭିନେତା ମିଟୁ ମିଥୁନଙ୍କ ଆତ୍ମହତ୍ୟା ଉଦ୍ୟମ । ନବୀନ ନିବାସ ଆଗରୁ ଉଭୟଙ୍କୁ ଉଠାଇନେଲା ପୋଲିସ । ଚଳଚ୍ଚିତ୍ର ପୁରସ୍କାର ପ୍ରକ୍ରିୟାକୁ ନେଇ ଅସନ୍ତୋଷ ଜାହିର କରି ଆତ୍ମହତ୍ୟା ଉଦ୍ୟମ । ମୌଳିକ ଫିଲ୍ମକୁ ପୁରସ୍କାର ଦିଆଯାଉନଥିବା ଅଭିଯୋଗ ।