କନକ ବ୍ୟୁରୋ : ଆଇପିଏଲର ଆଜିର ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଚେନ୍ନାଇ ସୁପର କିଙ୍ଗସ୍ । ତେଣୁ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ରାଜସ୍ଥାନ ରୟାଲ । ଏହି ଆଇପିଏଲରେ ଚେନ୍ନାଇ ତାର ଦ୍ୱିତୀୟ ମ୍ୟାଚ ଖେଳୁଥିବା ବେଳେ ରାଜସ୍ଥାନ ପ୍ରଥମ ମ୍ୟାଚ ଖେଳିବ ।
ତେବେ ଚେନ୍ନାଇ ତାର ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ସାରି ୨ ପଏଣ୍ଟ ଆଗରେ ରହିଛି । ସେହିପରି ରାଜସ୍ଥାନ ତାର ପ୍ରଥମ ମ୍ୟାଚରୁ ବିଜୟ ଯାତ୍ରା ହାସଲ କରିବା ଲକ୍ଷରେ ରହିବ । ଅନ୍ୟପକ୍ଷରେ ଚେନ୍ନାଇ ମଧ୍ୟ ତାର ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ରହିବ ।
ତେବେ ରାଜସ୍ଥାନ ପକ୍ଷରୁ ଦୁଇ ଓପନର ବ୍ୟାଟିଂ କରିବାକୁ ଆସିବେ । ଦଳ ପକ୍ଷରୁ କ୍ୟାପଟେନ ଷ୍ଟିଭେନ ସ୍ମିଥ ଓପନିଂ କରୁଥିବାକୁ ଆସିବେ । ସେହିପରି ଦଳ ଏହି ମ୍ୟାଚରେ ବଡ ସ୍କୋର କରିବା ଲକ୍ଷ୍ୟରେ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/Capture-11.jpg)