କନକବ୍ୟୁରୋ: ଛତିଶଗଡ ବିଜାପୁରରେ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ୮ ମାଓବାଦୀ ନିପାତ ହୋଇଥିବା ବେଳେ ଦାର୍ଘ ୧୧ଘଣ୍ଟା ଧରି ଏନକାଉଣ୍ଟର ଚାଲିଥିଲା ।ଗାଙ୍ଗଲୁର ଥାନା ପଡିଆ ଜଙ୍ଗଲରୁ ଗୁଳିବିନିମୟ ହୋଇଥିବା ସୂଚନା ରହିଛି । ଅପେରସନରେ ପ୍ରାୟ ୧୨ଶହ ଯବାନ ସାମିଲ ଥିଲେ ।
ଛତିଶଗଡ ବିଜାପୁରରେ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ୮ ମାଓବାଦୀ ନିପାତ ସୂଚନା ।
/kanak/media/post_attachments/wp-content/uploads/2024/05/19-4.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)