କନକବ୍ୟୁରୋ: ଭୁବନେଶ୍ୱରରେ ବିଲଡର ସଂସ୍ଥା ଉପରେ ଆୟକର ଚଢ଼ାଉ । ଷ୍ଟଲୱାର୍ଟ ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ଉପରେ ଆୟକର ବିଭାଗ ଚଢ଼ାଉ କରିଛି । ଷ୍ଟଲୱାର୍ଟ ପ୍ରୋଜେକ୍ଟର ମାଲିକ ଶରତ ସାହୁଙ୍କ ସଂସ୍ଥା ଉପରେ ଚାଲିଛି ଚଢ଼ାଉ । ଶରତଙ୍କୁ ତାଙ୍କ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଜେରା କରୁଛି ଆଇଟି । ଶରତଙ୍କୁ ଟିକସ ଫାଙ୍କି ଥିବା ଅଭିଯୋଗରେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ ପଚାରୁଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ସୂଚନା ମିଳିଛି ।
ଭୁବନେଶ୍ୱରରେ ବିଲଡର ସଂସ୍ଥା ଉପରେ ଆୟକର ଚଢ଼ାଉ । ଟିକସ ଫାଙ୍କି ଥିବା ଅଭିଯୋଗରେ ଷ୍ଟଲୱାର୍ଟ ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ଉପରେ ଚଢ଼ାଉ ।
/kanak/media/post_attachments/wp-content/uploads/2024/05/14-5.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)