ଚରଣଜିତ ସିଂହ ଚନ୍ନୀ ହେବେ ପଞ୍ଜାବର ମୁଖ୍ୟମନ୍ତ୍ରୀ, ଟ୍ୱିଟ ମାଧ୍ୟମରେ ସୂଚନା ଦେଲେ ହରୀଶ ରାୱତ

Advertisment
ଚରଣଜିତ ସିଂହ  ଚନ୍ନୀ ହେବେ ପଞ୍ଜାବର ମୁଖ୍ୟମନ୍ତ୍ରୀ, ଟ୍ୱିଟ ମାଧ୍ୟମରେ ସୂଚନା ଦେଲେ ହରୀଶ ରାୱତ

କନକ ବ୍ୟୁରୋ : ପଞ୍ଜାବ ରାଜନୀତିରେ ପୁଣି ନୂଆ ମୋଡ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂ ଚନ୍ନୀଙ୍କ ନାମରେ ମୋହର ମାରିଛି ଏଆଇସିସି । ଏନେଇ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe