ପାକିସ୍ତାନ ମୁର୍ଦ୍ଦାବାଦ୍ , ଭାରତୀୟ ସେନା ଜିନ୍ଦାବାଦ୍ : ହିନ୍ଦୁ-ମୁସଲିମଙ୍କ ନାରାରେ ପଡ଼ୁଛିଉଠୁଛି ସତ୍ୟବାଦୀ

Advertisment
ପାକିସ୍ତାନ ମୁର୍ଦ୍ଦାବାଦ୍ , ଭାରତୀୟ ସେନା ଜିନ୍ଦାବାଦ୍ : ହିନ୍ଦୁ-ମୁସଲିମଙ୍କ ନାରାରେ ପଡ଼ୁଛିଉଠୁଛି ସତ୍ୟବାଦୀ

କନକ ବ୍ୟୁରୋ : ସହିଦ ଦେବାଶିଷଙ୍କ ଅନ୍ତିମ ଶୋଭାଯାତ୍ରାରେ ପଡିଲା ପାକିସ୍ଥାନ ମୁର୍ଦାବାଦର ନାରା । ଆଉ ପାକିସ୍ତାନ ମୁର୍ଦାବାଦର ନାରା ଦେଇଥିଲେ ସତ୍ୟବାଦୀ ଅଞ୍ଚଳର ମୁସଲମାନ ସମ୍ପ୍ରଦାୟର ଲୋକ । ଦେବାଶିଷଙ୍କ ପାର୍ଥୀବ ଶରୀର ଯେତେବେଳେ ଜନ୍ମମାଟି ଅଭିମୁଖେ ନିଆଯାଉଥିଲା, ସେତେବେଳେ ଦେଖିବାକୁ ମିଳିଥିଲା ଏମିତି ନିଆର ଦୃଶ୍ୟ ।

ସତ୍ୟବାଦୀରେ ଦେବାଶିଷଙ୍କ ଅନ୍ତିମ ଶୋଭାଯାତ୍ରା ପହଁଚିବା ପରେ, ସେଥିରେ ସାମିଲ ହୋଇଥିବା ମୁସମଲିମ ସମ୍ପ୍ରଦାୟର ଭାଇମାନେ, ପାକିସ୍ତାନ ମୁର୍ଦାବାଦ ନାରା ଦେଇଥିଲେ । ଭାରତ ଜିନ୍ଦାବାଦର ନାରା ଦେଇଥିଲେ । ଭାରତୀୟ ଯବାନ ଜିନ୍ଦାବାଦର ନାରା ଦେଇଥିଲେ । ଦେବାଶିଷ ଅମର ରହେ ନାରା ଦେଇଥିଲେ । ଆଉ ବୀର ଭାଇକୁ ଶେଷ ଦର୍ଶନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe