ବଦଳିଲା ବହୁ ପୁରୁଣା ‘ଚାର ସୋ ବିସ୍’ ଧାରା । ବଦଳିବ ଅପରାଧିକ ଆଇନ୍ । ଦୋଷୀ ସାବ୍ୟସ୍ତ ହେଲେ ୭ ବର୍ଷ ଯାଏଁ ଜେଲ  ।

Advertisment
ବଦଳିଲା ବହୁ ପୁରୁଣା ‘ଚାର ସୋ ବିସ୍’ ଧାରା । ବଦଳିବ ଅପରାଧିକ ଆଇନ୍ । ଦୋଷୀ ସାବ୍ୟସ୍ତ ହେଲେ ୭ ବର୍ଷ ଯାଏଁ ଜେଲ  ।

କନକ ବ୍ୟୁରୋ: ସାଧାରଣରେ ଚାର ସୋ ବିସ୍ କହିଲେ ଆମେ ଠକଙ୍କୁ ବୁଝିଥାଉ । କୁହାଯାଉଛି ଏହି ଚାର ସୋ ବିସ୍ ଶବ୍ଦଟି ଇଣ୍ଡିଆନ ପେନାଲ କୋଡ ବା ଆଇପିସି-୪୨୦ରୁ ଆସିଛି । ଯାହା ସାଧାରଣ ଭାବେ ଠକଙ୍କ କ୍ଷେତ୍ରରେ ବହୁଳ ଭାବେ ବ୍ୟବହାର ହୋଇଆସୁଛି । ହେଲେ କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ଆଇନରେ ଏହି ଧାରାକୁ ଉଚ୍ଛେଦ କରିଦିଆଯାଇଛି । ତେଣୁ ଆଉ ୪୨୦ ବ୍ୟବହାର ହେବ ନାହିଁ ବୋଲି ଆଲୋଚନା ହେଉଛି ।

ପୁରୁଣା ବନାମ ନୂଆ ଆଇନ୍:

ପୁରୁଣା                                          ନୂଆ

ହତ୍ୟା ଉଦ୍ୟମ ଆଇପିସି ୩୦୭ ବିଏନଏସ ୧୦୯

ବେଆଇନ ଭାବେ ଅଟକାଇବା ଆଇପିସି ୩୪୧ ବିଏନଏସ ୧୨୬ (୨)

ଆକ୍ରମଣ ଆଇପିସି ୩୨୩ ବିଏନଏସ ୧୧୫ (୨)

ଧାରୁଆ ଅସ୍ତ୍ରରେ ଆଘାତ ଆଇପିସି ୩୨୪ ବିଏନଏସ ୧୧୮ (୧)

ଏକାଧିକ ଅଭିଯୁକ୍ତଙ୍କ ସଂପୃକ୍ତିଆଇପିସି ୩୪ବିଏନଏସ ୩ (୫)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe