ଆସନ୍ତା ୯ ତାରିଖରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ନବକଳେବର ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ନୂତନ ବିଗ୍ରହ ଚନ୍ଦନ ପୁଷ୍କରଣୀରେ ଚାପ ଖେଳିବେ । ଏଥିପାଇଁ ନନ୍ଦାଭଦ୍ରାକୁ ନୂଆ କରି ନିର୍ମାଣ କରାଯାଇଛି । ଆଜିଠାରୁ ଏଗୁଡିକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଉଛି । ଚନ୍ଦନ ପୋଖରରେ ଏହି ନୂଆ ୫ଟି ଡଙ୍ଗାକୁ ୧୦ ଦିନ ଧରି ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯିବା ପରେ ଏଥିରେ ଅକ୍ଷୟ ତୃତୀୟାରୁ ମହାପ୍ରଭୁ ଚାପ ଖେଳିବେ ।
ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ
/kanak/media/post_attachments/wp-content/uploads/2016/04/vlcsnap-2016-04-25-14h05m21s467.png)