୬୦୦ ବର୍ଷ ତଳର ଗୁମ୍ଫା ! ରାଜଧାନୀ ନିକଟରେ ଠାବ ହୋଇଛି ପ୍ରସ୍ତର ଯୁଗର ଗୁମ୍ଫା

57

କନକ ବ୍ୟୁରୋ : ରାଜଧାନୀ ନିକଟରେ ଠାବ ହୋଇଛି ରହସ୍ୟମୟ ଗୁମ୍ଫା । ବାଙ୍କି ପୁଷ୍ପାଙ୍ଗୀ ଗାଁରେ ଏଭଳି ଗୁମ୍ଫା ରହିଛି । ତେବେ ପ୍ରସ୍ତରଯୁଗର କିଛି ଲିପି ମଧ୍ୟ ଏହି ଗୁମ୍ଫା ମଧ୍ୟରେ ଦେଖିବାକୁ ମିଳିଛି । କିନ୍ତୁ ଗୁମ୍ପା ପଛରେ ଅନେକ ଆଶ୍ଚର୍ଯ୍ୟକର କାହାଣୀ ମଧ୍ୟ ରହିଛି । କୁଆଡେ ପ୍ରାୟ ୫୦ବର୍ଷ ତଳେ ଜଣେ ସାଧୁ ଗୁମ୍ଫା ମଧ୍ୟକୁ ପ୍ରବେଶ କରି ଉଭାନ ହୋଇଯାଇଥିଲେ । ଏଣୁ ଭୟରେ ଗୁମ୍ଫା ମଧ୍ୟକୁ କେହି ଯାଆନ୍ତି ନାହିଁ । ତେବେ ଗୁମ୍ପାର ସତ୍ୟାସତ୍ୟ ଜାଣିବା ପାଇଁ ଚେଷ୍ଟା କରିଥିଲା କନକନ୍ୟୁଜ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-