ଘରୋଇ କଳହକୁ ନେଇ ପଡୋଶୀଙ୍କ ଅମାନୁଷିକ କାଣ୍ଡ : ମାନବିକତା ହରାଇ ଶିଶୁ ଉପରକୁ ଫିଙ୍ଗିଲେ ପେଜ

ଘରୋଇ କଳହକୁ ନେଇ ପଡୋଶୀଙ୍କ ଅମାନୁଷିକ କାଣ୍ଡ : ମାନବିକତା ହରାଇ ଶିଶୁ ଉପରକୁ ଫିଙ୍ଗିଲେ ପେଜ

କନକ ବ୍ୟୁରୋ : ଘରୋଇ କଳହକୁ ନେଇ ପଡୋଶୀଙ୍କ ଅମାନୁଷିକ କାଣ୍ଡ । ମାନବିକତା ହରାଇ ଜଣେ ମହିଳା ନିଷ୍ପପ କୁନି ଝିଅ ଉପରକୁ ପେଜ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଂଚାୟତ ସୋମପୁରରୁ ଆସିଛି ।

ଗାଁରେ ୨ଟି ପରିବାର ମଧ୍ୟରେ କୌଣସି କାରଣରୁ ଲାଗି ରହିଥିବା ଘରୋଇ କଳହ ସବୁ ସୀମା ଟପିଛି । ୪ ବର୍ଷର ଝିଅ ଶ୍ରୀୟା ଦାସଙ୍କ ଉପରେ ତାଙ୍କ ପଡୋଶୀ ଗରମ ପେଜ ଢାଳି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe