କନକ ବ୍ୟୁରୋ : ବିପଦପୂର୍ଣ୍ଣ ଅବସ୍ଥାରେ ଚାନ୍ଦବାଲି ସେତୁ। ବୈତରଣୀ ନଦୀ ଉପରେ ନିର୍ମାଣ ଏହି ପୋଲଟି ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟରେ ସମ୍ପର୍କର ସେତୁ କହିଲେ ଭୁଲ ହେବ ନାହିଁ। କିନ୍ତୁ ନିର୍ମାଣର ଦୀର୍ଘ ୧୦ବର୍ଷ ବିତି ଯାଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଏହା ବିପଦସଂକୁଳ ହୋଇ ପଡିଛି ।
ନଦୀ ମଧ୍ୟରେ ୨ଟି ପିଲାର୍ ମାଧ୍ୟମରେ ନିର୍ମିତ ଏହି ସେତୁ କ୍ରମଶଃ ଦବିବାରେ ଲାଗିଛି। ଚାନ୍ଦବାଲି ବନ୍ୟା ପ୍ଳାବିତ ଅଂଚଳ ହୋଇଥିବାରୁ କେଉଁ ମୂହର୍ତରେ ଏହା ନଦୀକୁ ପଡିଯିବ କହି ହେଉନାହିଁ । ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-02-17h27m39s475.png)