ଆସ୍କା: ଆସ୍କା ମଂଗଳପୁରରେ ପୁଲିସ ଏନକାଉଂଟର । ସୁପାରି କିଲର ଚକା ନାହାକକୁ ଏନକାଉଂଟର କରିଛି ପୁଲିସ । ଏଥିରେ ଚକାର ବାମ ଗୋଡରେ ଗୁଳି ବାଜିଛି । ଚକା ନାଁରେ ବହୁ ଅପରାଧିକ ମାମଲା ରହିଛି । କିନ୍ତୁ ଚକାର ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ଦେଇଛି ପୁଲିସ । ଘଟଣାସ୍ଥଳରୁ ପୁଲିସ ଦୁଇଟି ବନ୍ଧୁକ ଜବତ କରିଛି । ଏହାପୁର୍ବରୁ ଗତ ଡିସେମ୍ବର ୨୩ ରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଲୁ ନାହାକକୁ ପୁଲିସ ଏନକାଉଂଟର କରିଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us