ଚୈତ୍ର ମଙ୍ଗଳବାରରେ କାକଟପୁର ମା’ ମଙ୍ଗଳା ମନ୍ଦିରରେ ଗହଳ ଚହଳ ! ବ୍ରତଧାରୀଙ୍କ ପନ୍ଥେଇ ପୂଜା

577

କନକ ବ୍ୟୁରୋ : ଚୈତ୍ର ମାସ ଦ୍ୱିତୀୟ ମଙ୍ଗଳବାରରେ କାକଟପୁର ମଙ୍ଗଳପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ମା ରାଜାରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମାଙ୍କ ଦର୍ଶନ ପାଇଁ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବ୍ରତଧାରୀମାନେ ପନ୍ଥେଇ ପୂଜା କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –