ନିର୍ବାଚନୀ ମାହୋଲରେ ବିଜେପିର ମାଷ୍ଟରଗେମ । ଆଉ ୫ବର୍ଷ ବଢ଼ିଲା ମାଗଣା ରାସନ ଅବଧ

ନିର୍ବାଚନୀ ମାହୋଲରେ ବିଜେପିର ମାଷ୍ଟରଗେମ । ଆଉ ୫ବର୍ଷ ବଢ଼ିଲା ମାଗଣା ରାସନ ଅବଧ

କନକ ବ୍ୟୁରୋ : ପୁଣି ବଢିବ କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ଅବଧି । ଆହୁରି ୫ବର୍ଷ ଯାଏଁ ମାଗଣାରେ ରାସନ ଯୋଗାଇବେ କେନ୍ଦ୍ର ସରକାର । ଛତିଶଗଡ ରାଲିରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଯୋଜନାରେ ଦେଶର ୮୦କୋଟି ଗରିବ ଶ୍ରେଣୀର ଲୋକ ଲାଭବାନ ହେବେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କୋଭିଡ ମହାମାରୀ ସମୟରେ ବିଜେପି ସରକାର ଆରମ୍ଭ କରିଥିଲେ । ତେବେ ଆଗକୁ ୫ରାଜ୍ୟରେ ବିଧାନସଭା ନିର୍ବାଚନ ସାଙ୍ଗକୁ ସାଧରଣ ନିର୍ବାଚନ । ଏହି ସମୟରେ ମାଗଣା ରାସନ ଅବଧି ବୃଦ୍ଧି ବିଜେପି ସରକାରଙ୍କ ମାଷ୍ଟରଷ୍ଟ୍ରୋକ ସାବ୍ୟସ୍ତ ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe