ଜଗନ୍ନାଥ ଦର୍ଶନ ପରେ ଧର୍ମେନ୍ଦ୍ରଙ୍କ ବୟାନ ! ‘୨୦୧୯ରେ ହେବ ନବକଳେବର’

Advertisment
ଜଗନ୍ନାଥ ଦର୍ଶନ ପରେ ଧର୍ମେନ୍ଦ୍ରଙ୍କ ବୟାନ ! ‘୨୦୧୯ରେ ହେବ ନବକଳେବର’

କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ବିଜେପିକୁ ବ୍ୟାପକ ସଫଳତା ମିଳିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ବିଜେପିର ପ୍ରଦର୍ଶନ ନେଇ ଜଗତର ନାଥ ଜଗନ୍ନାଥଙ୍କ ଆର୍ଶିବାଦ କାମନା କରି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତିର ଦର୍ଶନ କରିଛନ୍ତି ଧର୍ମେନ୍ଦ୍ର । ଓଡିଶାବାସୀ ପରିବର୍ତନ ଚାହୁଁଛନ୍ତି । ୨୦୧୯ରେ ଓଡିଶା ଶାସନରେ ମହାକଳେବର ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe