କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପାଇଁ ଗାଁରେ ଗାଁରେ ଜମୁଛି ପ୍ରଚାର । ପ୍ରଚାର ପାଇଁ ବିଭିନ୍ନ ଫର୍ମୁଲା ଆପଣାଉଛନ୍ତି ପ୍ରାର୍ଥୀ । ପ୍ରଚାର ଜୋରସୋରରେ ଚାଲିଛି ପ୍ରଚାର । ପୋଲସରାରେ ସିନେ ତାରକା ପ୍ରଚାରରେ ସାମିଲ ହୋଇଛନ୍ତି । ତମନ୍ନା, ପୁନମ ଓ ଦେବାଶିଷ ପାତ୍ରଙ୍କୁ ନେଇ ପୋଲସରାରେ ରୋଡ ସୋ କରିଛନ୍ତି ସ୍ଥାନୀୟ ବିଧାୟକ ।
ପ୍ରଚାର ମୈଦାନରେ ଅନୁ ଚୌଧୁରୀ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ୧୧ନଂ ଜୋନରେ ବିଜେପି ପାଇଁ ପ୍ରଚାର କରିଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ । ଏଠାକାର ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ଓ ଅନ୍ୟ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଏଥିପାଇଁ ସେ ରୋଡ ଶୋ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/10-13.jpg)