କନକ ବ୍ୟୁରୋ: ଭୁବନଶ୍ୱେର ନୀଳାଦ୍ରି ବିହାର ସ୍ଥିତ ସୁପର ମଲ୍ଟି ସ୍ପେଶିଆଲିଟୀ ଉତ୍କଳ ହସ୍ପିଟାଲରେ ବିଶ୍ୱ ହେପାଟାଇଟିସ୍ ଡେ ଅବ୍ୟବହିତ ପୂର୍ବରୁ ପାଳନ ହୋଇଯାଇଅଛି । ପ୍ରତ୍ୟେକ ବର୍ଷ ଜୁଲାଇ ୨୮ ତାରିଖକୁ ବିଶ୍ଵ ହେପାଟାଇଟିସ୍ ଡେ ଭାବେ ପାଳନକରାଯାଇଥାଏ ଏହାର, କାରଣ ଏହା ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ଡ ବାରୁଚ ବ୍ଲୁମବର୍ଗଙ୍କ ଜନ୍ମଦିନ, ଯିଏ ହେପାଟାଇଟିସ୍ ବି ଜୀବାଣୁ ଆବିଷ୍କାର କରିଥିଲେ ଏବଂ ଜୀବାଣୁ ପାଇଁ ଏକ ଡାଇଗ୍ନୋଷ୍ଟିକ୍ ପରୀକ୍ଷା ଏବଂ ଟିକା ପ୍ରସ୍ତୁତ କରିଥିଲେ । ୨୮ ଜୁଲାଇରେ ପାଳନ କରାଯାଉଥିବା ହେପାଟାଇଟିସ୍ ଡେ, ଯାହା ଯକୃତ ରୋଗ ଏବଂ କର୍କଟ ରୋଗ ବିଷୟରେ ସଚେତନେତା ସୃଷ୍ଟି କରେ । ବିଶ୍ୱରେ ପ୍ରତିବର୍ଷ ୧.୩ ନିୟୁତ ମୃତ୍ୟୁ ଏବଂ ୨.୨ ନିୟୁତ ନୂତନ ସଂକ୍ରମଣ ହୋଇଥାଏ । ଏହି ଅବସରରେ ହସ୍ପିଟାଲର ପରିସରରେ ସଚେତନତା ପାଇଁ କ୍ୱିଜ୍, ରଙ୍ଗୋଲି ଏବଂ ରୋଲ୍ ପ୍ଲେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରର ଯୋଗ ଦେଇଥିବା ଅତିଥି ଓ ମାନ୍ୟ ଗଣ୍ୟ ମାନେ ହେଲେ...

Advertisment

Prof. Dr. S. P. Singh
Former Prof. and Head department of Gastroenterology SCB Medical College Cuttack

Prof. Dr. C R Panda
Director Gastroenterology

Dr. Bijay Misra
Sr. Consultant Gastroenterology

Dr. Ananta Kumar Agasti
Sr. Consultant Gastroenterology

Dr. Satyaprakash Ray Choudhury
Senior Consultant HPB & GI Surgery

Dr. Padma Lochan Pursty
Associate Consultant Gastroenterology

Mr. Manav Bhuker
Chief Operating Officer

Dr. Ranjan Kumar Mohapatra
Director Medical Services

Dr. Prafulla Kumar Das
Dean & Director, Academics

Dr. Siddhartha Shankar Sahoo
Director Neurosurgery

Dr. Chandrabhanu Parija
Director - Cardiothoracic & Vascular Surgery

Mr. Shaikh Sikandar
General Manager (Project & Maintenance)