ପଦାରେ ପଡିଲା ବଡ ଘର ବଡ ଗୁମର କଥା

Advertisment
ପଦାରେ ପଡିଲା ବଡ ଘର ବଡ ଗୁମର କଥା

ଦେବାଶୀଷ ସାମନ୍ତରାୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ଭାଇବୋହୁ ଶିଖା ସାମନ୍ତରାୟ , ଆଜି କନକ ନ୍ୟୁଜ୍ ଆଗରେ ତାଙ୍କ ନିର୍ଯ୍ୟାତନାର କାହାଣୀ ଶିଖା ବୟାନ କରିଛନ୍ତି , ତା୍ଙ୍କୁ କିଭଳି ଭାବରେ ନିର୍ଯ୍ୟାତନା ଦିଆଯାଉଥିଲା ଓ ଘରୁ ବାହିରି ଯିବାକୁ ବାରମ୍ବାର ଧମକ ଦିଆଯାଉଥିଲା, ବିଧାୟକଙ୍କ ବିରୋଧରେ ତାଙ୍କ ଭାଇବୋହୁ ସଙ୍ଗୀନ ଓ ଗୁରୁତର ଅଭିଯୋଗ ଆଣିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe