ସିସିଟିଭି କ୍ୟାମେରାରେ କଏଦ ହେଲା ଚୋରିର ଦୃଶ୍ୟ । ଘର ଭିତରେ ପଶି ଚୋରି କରି ଫେରାର ହେବାର ଦୃଶ୍ୟ କଏଦ

Advertisment
ସିସିଟିଭି କ୍ୟାମେରାରେ କଏଦ ହେଲା ଚୋରିର ଦୃଶ୍ୟ । ଘର ଭିତରେ ପଶି ଚୋରି କରି ଫେରାର ହେବାର ଦୃଶ୍ୟ କଏଦ

କନକ ବ୍ୟୁରୋ : ସିସିଟିଭି କ୍ୟାମେରାରେ କଏଦ ହେଲା ଚୋରିର ଦୃଶ୍ୟ  । ଘର ଭିତରେ କିପରି ଚୋର ପଶୁଛି ଓ ଚୋରି କରି ପୁଣି ଫେରାର ହେଇଯାଉଛି ଏଥିରେ ଦୃଶ୍ୟ ହେଉଛି  । ସିସିଟଭିରେ କଏଦ ହୋଇଥିବା ଏହି ଦୃଶ୍ୟ ଭୁବନେଶ୍ୱର ନିଳାଦ୍ରିବିହାର ଅଂଚଳର  ।  ଚୋରଟି ଲୁଚିଲୁଚି ଘର ଭିତରେ ପଶୁଛି, ଜିନିଷପତ୍ର ଚୋରି କରୁଛି, ପୁଣି ଡେଇଁ ପଳାଇଯାଉଛି, ଏସବୁକୁ ସିସିଟିଭି ରେକର୍ଡ କରିଛି  । କରୋନା କାଳରେ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗଳିକନ୍ଦିରେ ଠାଉରିଆ ଚୋର ଘର ଭିତରେ ପଶି ବିଭିନ୍ନ ସାମଗ୍ରୀ ଚୋରି କରି ନେଇଯାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe