ସିସିଟିଭିରେ କଏଦ ହେଲା ବୋମା ମାଡର ଦୃଶ୍ୟ : ଖୋର୍ଦ୍ଧା ଦଳେଇପୁଟ ଗାଁର ହୃଦାନନ୍ଦ ସ୍ୱାଇଁଙ୍କ ଘର ଘର ଉପରକୁ ପୁର୍ନବାର ଦୁଇଟି ବୋମା ମାଡ଼, ପୂର୍ବ ଶତ୍ରୁତାରୁ କେହି ବୋମାମାଡ଼ କରିଥିବା ସନ୍ଦେହ; ପୁଲିସର ତଦନ୍ତ ଆରମ୍ଭ

Advertisment
ସିସିଟିଭିରେ କଏଦ ହେଲା ବୋମା ମାଡର ଦୃଶ୍ୟ : ଖୋର୍ଦ୍ଧା ଦଳେଇପୁଟ ଗାଁର ହୃଦାନନ୍ଦ ସ୍ୱାଇଁଙ୍କ ଘର ଘର ଉପରକୁ ପୁର୍ନବାର ଦୁଇଟି ବୋମା ମାଡ଼, ପୂର୍ବ ଶତ୍ରୁତାରୁ କେହି ବୋମାମାଡ଼ କରିଥିବା ସନ୍ଦେହ; ପୁଲିସର ତଦନ୍ତ ଆରମ୍ଭ

କନକ ବ୍ୟୁରୋ : ସିସିଟିଭିରେ କଏଦ ହେଲା ବୋମା ମାଡର ଦୃଶ୍ୟ । ଖୋର୍ଦ୍ଧା ଦଳେଇପୁଟ ଗାଁର ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ପୁର୍ନବାର ଦୁଇଟି ବୋମା ମାଡ ହୋଇଛି । ପୂର୍ବ ଶତ୍ରୁତାରୁ କେହି ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି । ତେବେ ପୁଲିସ ଘଟଣା ସ୍ଥଳରେ ପହଚିଂ  ତଦନ୍ତ ଆରମ୍ଭ କରିଛି । ଚଳିତ ମାସ ୧୧ ତାରିଖରେ ମଧ୍ୟ ହୃଦାନନ୍ଦଙ୍କ ଘର ଉପରକୁ ଦୁଇଟି ବୋମା ମାଡ଼ ହୋଇଥିଲା । ପୂର୍ବରୁ ହୋଇଥିବା ବୋମାମାଡ଼ ଘଟଣାରେ ପୁଲିସ କାହାକୁ ଗିରଫ କରିନଥିବା ବେଳେ ଗତକାଲିର ବୋମାମାଡ ପରେ ହୃଦାନନ୍ଦଙ୍କ ପରିବାର ଲୋକ ଭୟଭୀତ ହୋଇଯାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe