କନକ ବ୍ୟୁରୋ: ସିବିଏସଇ ପରୀକ୍ଷା ନେଇ ବର୍ତ୍ତମାନ ସମୟରେ ସବୁଠାରୁ ବଡ ଖବର । ବାତିଲ ହେଲା ସିବିଏସଇ ପରୀକ୍ଷା । ରଦ୍ଦ ହେଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ପ୍ରଧାନମନ୍ତ୍ରୀଙ୍କ ସହ ସିବିଏସଇର ବୈଠକ ପରେ ବଡ ନିଷ୍ପତ୍ତି ।
ପିଲାଙ୍ଗ ସୁରକ୍ଷାକୁ ପ୍ରାଥମିକତା ଦେଇ ନିଷ୍ପତ୍ତି ନିଆଗଲା । ପ୍ରଧାନମନ୍ତ୍ରୀ କହିଲେ, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ପ୍ରାଥମିକତା । ସେମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସହ ବୁଝାବଣା ନାହିଁ । ତେବେ ପୂର୍ବ ବର୍ଷ ଭଳି ଯେଉଁମାନେ ପରୀକ୍ଷା ଦେବାକୁ ଇଚ୍ଛା ପ୍ରକାଶ କରନ୍ତି । ସେମାନେ ପରୀକ୍ଷା ଦେଇପାରିବେ, ମାତ୍ର କରୋନା ସ୍ଥିତି ସୁଧୁରିଲା ପରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/12.jpg)