କନକ ବ୍ୟୁରୋ: ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳ । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷିତ ହୋଇଛି । ଚଳିତ ଥର ପାସ ହାର ୮୭.୩୩ ପ୍ରତିଶତରହିଛି । ସିବିଏସଇର ଆଧିକାରିକ ୱେବସାଇଟ cbseresults.nic.inରେ ଉପଲବ୍ଧ ହେଉଛି ପରୀକ୍ଷା ଫଳ । ଝିଅଙ୍କ ପାସହାର ୯୦.୬୮ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୮୪.୬୭ ରହିଛି ।

Advertisment