କେତେବେଳେ ବ୍ୟବହାର ହୁଏ ଇସିଏମଓ ମେସିନ ? ଜାଣନ୍ତୁ ରାଜ୍ୟରେ କାହିଁକି ଇସିଏମଓ ମେସିନର ବ୍ୟବହାର ଏତେ ହେଉନାହିଁ

Advertisment
କେତେବେଳେ ବ୍ୟବହାର ହୁଏ ଇସିଏମଓ ମେସିନ ? ଜାଣନ୍ତୁ ରାଜ୍ୟରେ କାହିଁକି ଇସିଏମଓ ମେସିନର ବ୍ୟବହାର ଏତେ ହେଉନାହିଁ

କନକ ବ୍ୟୁରୋ : ଓଡିଶାରେ ନାହିଁ ଆବଶ୍ୟକ ଇସିଏମଓ ମେସିନ୍ । ଭୁବନେଶ୍ୱର ସମ୍ ହସ୍ପିଟାଲରେ କେବଳ ଗୋଟିଏ ଇସିଏମଓ ମେସିନ କାର୍ଯ୍ୟକ୍ଷମ ଥିବାବେଳେ, କିମ୍ସରେ ଥିବା ଆଉଗୋଟିଏ ମେସିନଟି ପ୍ରଶିକ୍ଷିତ ଲୋକବଳ ଅଭାବରୁ ଅଚଳ ରହିଛି । ତେବେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଏକ କୃତ୍ରିମ ଫୁସଫୁସ ଭଳି ଇସିଏମଓ ମେସିନ୍ ।

ଫୁସଫୁସ ବାହାରେ ଏକ ମେସିନ ଜରିଆରେ ରକ୍ତରେ ଆବଶ୍ୟକ ଅସ୍କିଜେନ୍ ମିଶ୍ରଣ କରାଯାଏ । ରୋଗୀର ଜୀବନ ବଂଚାଇବା ପାଇଁ ଏହା ଶେଷ ବିକଳ୍ପ । ପୂର୍ବରୁ କେବଳ ଫୁସଫୁସ ପ୍ରତିରୋପଣ ପାଇଁ ଏହି ମେସିନର ଆବଶ୍ୟକ ପଡୁଥିଲା । ଏବେ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଫୁସଫୁସ ସଂକ୍ରମଣ ଦେଖାଦେଉଥିବାରୁ ଏହି ମେସିନର ଆବଶ୍ୟକ ପଡୁଥିବା କହିଛନ୍ତି ଡିଏମଇଟି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe