କନକ ବ୍ୟୁରୋ : ଲାଂଚ ନେବା ସମୟରେ ଧରାପଡ଼ିଲେ ଡ଼ାକ୍ତର । ଏଭଳି ଘଟଣା ଦେଖିବାକୁ ମଳିଛି ଏମସିଏଲ ଦ୍ୱାରା ପରଚାଳିତ କେନ୍ଦ୍ରୀୟ ହସ୍ପିଟାଲ ପରିସରରେ । ହସ୍ପିଟାଲର ସିଏମଓ ଡ଼ାକ୍ତର ରାଜକିଶୋର ସାହୁ ୮ ହଜାର ଟଙ୍କା ଲାଂଚ ନେବା ସମୟରେ ସିବିଆଇ ହାତରେ ଧରାପଡ଼ିଛନ୍ତି । ମୃତ କର୍ମଚାରୀଙ୍କ ପୁଅର ମେଡ଼ିକାଲ ଫିଟନେସ ସାର୍ଟିଫିକେଟ କରାଇ ଦେବା ପାଇଁ ସେ ଏହି ଲାଂଚ ନେଉଥିଲେ । ଏହି ସମୟରେ ଭୁବନେଶ୍ୱର ଓ ରାଉରକେଲାର ସିବିଆଇ ଟିମ୍ ହାତରେ ଧରାପଡ଼ିଥିଲେ ଡାକ୍ତର ରାଜକିଶୋର ସାହୁ ।
ଲାଂଚ ନେଇ ଧରାପଡ଼ିଲେ ଡାକ୍ତର : ସମ୍ବଲପୁର କେନ୍ଦ୍ରୀୟ ହସ୍ପିଟାଲ ସିଏମଓଙ୍କୁ ସିବିଆଇର ପଚରା ଉଚରା
/kanak/media/post_attachments/wp-content/uploads/2018/04/43.jpg)