କନକ ବ୍ୟୁରୋ: ସିସିଟିଭିରେ କଏଦ ଗୋଚାଲାଣ ସମୟର ଦୃଶ୍ୟ। ରାଜଧାନୀ ଉପକଣ୍ଠ ବାଲିଅନ୍ତା ପୁରୁଣା ଜଗନ୍ନାଥ ସଡକ ରଥିଜେମା ଗାଁରୁ ଦୁର୍ବୃତ୍ତ ମାନେ ସ୍କର୍ପିଓ ଗାଡ଼ି ମାଧ୍ୟମରେ ଗୋଟିଏ ଗାଈକୁ ରାସ୍ତାରୁ ଉଠାଇ ନେଉଥିବା ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ହାଇଟେକ ଉପାୟରେ ଗୋଚାଲାଣର ତରିକା ଆପଣାଇଛନ୍ତି ଗୋରୁ ମାଫିଆ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us