Browsing Category

Top 2

ଆଗ ପଛ ହେଇ ଚାଲିଗଲେ ବାପା, ମାଆ । କୁନି ଝିଅ ମୁଣ୍ଡରେ ପରିବାରର ବୋଝ । ଇଚ୍ଛା ଥିଲେ ବି ପଢିପାରୁନି ପାଠ ।

କନକ ବ୍ୟୁରୋ: ପଢିବାକୁ ଇଚ୍ଛା ଅଛି, ହେଲେ ପରିସ୍ଥିତି ପାଠରେ ଡୋରି ଲଗେଇଦେଇଛି । ମନରେ ଆଗକୁ ବଢିବାକୁ ଇଚ୍ଛା ଥିଲେ ବି, ମନକୁ ମାରି ପରିବାରର ବୋଝ ମୁଣ୍ଡାଇଛି ଏ କୁନି ଝିଅ । ବର୍ଷା, ବୟସ ଏଇ ମାତ୍ର ୧୪ ବର୍ଷ । ଏ ବୟସରେ ବର୍ଷା ଚାଉଳ ବାଛୁଛି, ପରିବା କାଟୁଛି ଆଉ ଜଙ୍ଗଲ ଯାଇ ଜାଳ…
Read More...

ଦଶମ ଶ୍ରେଣୀ ଛାତ୍ରର ସାହସିକତା : ଦୁର୍ବୁତ୍ତ କବଳରୁ ବାପା-ମାଆଙ୍କୁ ବଞ୍ଚାଇଲା ନାବାଳକ

କନକ ବ୍ୟୁରୋ : ଦଶମ ଶ୍ରେଣୀ ଛାତ୍ରର ସାହସିକତା । ଉପସ୍ଥିତ ବୁଦ୍ଧି ଖଟାଇ ବାପା, ମାଆଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସର ଗାଁର ସାହାସି ନାବାଳକ ଛାତ୍ର । ବିଳମ୍ବିତ ରାତିରେ ବାପା ମାଆଙ୍କୁ ଆକ୍ରମଣ କରିଥିଲା ଦୁର୍ବୃତ୍ତ । ଭୁଜାଲି ଧରି ବାପା ମାଆଙ୍କୁ…
Read More...

ସେନାରୁ ଚାକିରୀ ଛାଡି ଆରମ୍ଭ କରିଥିଲେ ଜେମିନ୍ ସର୍କସ । ୪୦ ଘୋଡା ଓ ୩୦ ସିଂହକୁ ସର୍କସରେ କରିଥିଲେ ସାମିଲ । ଜାଣନ୍ତୁ…

କନକ ବ୍ୟୁରୋ : ଜେମିନି ଏବଂ ଜମ୍ବୋ ସର୍କସ । ୯୦ଦଶକ ପର୍ଯ୍ୟନ୍ତ ଘରେ ଘରେ ପରିଚିତ ଥିଲା ଏହି ସର୍କସ । ଏହାର ମାଲିକ ଦିବଙ୍ଗତ ଜେମିନି ଶଙ୍କରନ ସର୍କସ କରିବା ପୂର୍ବରୁ କେତେ ଯେ ସଂଘର୍ଷ କରିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବ୍ୟବସାୟରେ ଭାଗ୍ୟ ପରୀକ୍ଷା ପରେ ସେନା ବାହିନୀ…
Read More...

ଡହଡହ ଖରାରେ ପକ୍ଷୀମାନେ ଶୋଷିଲା ରହିବେନି ବୋଲି… ଭୁବନେଶ୍ୱରର ବିଭିନ୍ନ ଗଛରେ ପାଣିପାତ୍ର ବାନ୍ଧୁଛନ୍ତି…

କନକ ବ୍ୟୁରୋ: ଏ ସହରରେ କିଏ ବା କାହାର ? ଧାଁ ଦୌଡର ଜୀବନ ଭିତରୁ ବାହାରି ଅଧ ରାତିରେ ହେଉ କି ନିଛାଟିଆ ଖରାବେଳେ ମଣିଷ ଯେତେବେଳେ ନିଜ ଭିତରେ ହଜି ନିଜକୁ ଖୋଜେ ନିଜକୁ ପଚାରେ, ହୁଏତ ସେବେ ସେ କାହାକୁ ପାଏନା । କାରଣ ଏଠି କାଁ ଭାଁ ସମ୍ପର୍କର ମୂଲ୍ୟ ବୁଝୁଥିବା ମଣିଷ ମିଳନ୍ତି । ହାତଗଣତି…
Read More...

ଡରାଉ ଥାଏ ଖରା, ଡରନ୍ତିନି ଏମାନେ… ଝାଞ୍ଜି ପବନ, ଉତ୍ତପ୍ତ ଅପରାହ୍ନ, ଅସହ୍ୟ ତାତିକୁ ବେଖାତିର କରି ବାଟୋଇକୁ…

କନକ ବ୍ୟୁରୋ: ଖଇଫୁଟା ଖରା, ତତଲା ରାସ୍ତା, ଝାଞ୍ଜି ପବନ । ସକାଳ ହେବା କ୍ଷଣି ସୂର୍ଯ୍ୟଙ୍କ ତାପରେ ତ୍ରାହି ତ୍ରାହି ଡାକୁଥିବା ଜନଜୀବନ ମଧ୍ୟାହ୍ନ ବେଳକୁ ଗ୍ରୀଷ୍ମର ଜ୍ୱାଳାରେ ଜଳିପୋଡି ଯାଉଛି । ଆଉ ଉତ୍ତପ୍ତ ଅପରାହ୍ନର ଆକାଶ ବି ଆଶ୍ୱସ୍ତିର ଶବ୍ଦକୁ ନିଜ ଆଁରେ ଭରି ଦେଇ ଅଗ୍ନିବର୍ଷାରେ…
Read More...

ସାହାଯ୍ୟ ଅପେକ୍ଷାରେ ଶୁଭେନ୍ଦୁ । ବିଛଣାରେ ପଡି ପଡି ବିତୁଛି ଜୀବନ । ଚିକିତ୍ସା ପାଇଁ ଦରକାର ଲକ୍ଷାଧିକ ଟଙ୍କା ।

କନକ ବ୍ୟୁରୋ: ଗୋଟିଏ ଦୁର୍ଘଟଣା ଜୀବନକୁ ବଦଳେଇଦେଲା । ଗୋଟିଏ ଦୁର୍ଘଟଣା ପରିବାରର ଗୋଟିଏ ବୋଲି ପୁଅକୁ ଅକର୍ମଣ୍ୟ ସଜେଇଦେଲା । ତେବେ ଯେଉଁ ପୁଅ ଦିନ ବାପା ମାଆଙ୍କ ଦୁଃଖ ଦୂର କରିବ ବୋଲି ଭାବୁଥିଲା, ପରିବାର ପାଇଁ କିଛି କରିବ ବୋଲି ଚିନ୍ତା କରୁଥିଲା । ସେ ଏବେ ସେହି ପରିବାର ପାଇଁ ସାଜିଛି…
Read More...

ହାପି ବାର୍ଥ ଡେ’ ଭୁବନେଶ୍ୱର । ଆଜି ରାଜଧାନୀକୁ ପୂରିଲା ୭୫ ବର୍ଷ । ଆଜିର ଦିନରେ ରାଜଧାନୀର ମାନ୍ୟତା ପାଇଥିଲା…

କନକ ବ୍ୟୁରୋ: କିଏ ଭୋନ୍ସର କହେ, ତ ଆଉ କିଏ କ୍ୟାପିଟାଲ । କିଏ ସ୍ମାଟସିଟି କହେ, ତ ଆଉ କିଏ କେତେକଣ? ଲୋକମୁହଁରେ ସେ ଅନେକ ନାଁକୁ ନେଇ ପରିଚିତ ହେଇପାରେ , ତାର ଅନେକ ନାଁ ଥାଇପାରେ । ହେଲେ ଭୋନ୍ସରିଆଙ୍କ ଭାଷାରେ ଏ ସହର ହେଉଛି ଭିଡର ସହର, ଭିଡର ଭିତରେ ଭଲପାଇବାର ସହର । ରାତି ପାହି ସକାଳ…
Read More...

ବ୍ଲଡ୍ କ୍ୟାନସର ସହ ଲଢୁଛି ଆଶିଷ । ଚିକିତ୍ସା ପାଇଁ ଦରକାର ଲକ୍ଷାଧିକ ଟଙ୍କା । ସରକାରୀ ସାହାଯ୍ୟ ଅପେକ୍ଷାରେ ପରିବାର ।

କନକ ବ୍ୟୁରୋ: ରୋଗୀଣା ପୁଅକୁ କାନିରେ ପୋଛି ଦେଉଛି ମାଆ । ନିଜ ସନ୍ତାନକୁ ସାଉଁଳି ପକାଉଛି, ତା ରୋଗକୁ ଭଲ କରିଦେବାକୁ ଠାକୁରଙ୍କୁ ଡାକୁଛି । କାହିଁକି ନା, ଯେଉଁ ପୁଅକୁ ଦିନେ ସେ ଗର୍ଭରେ ରଖି ଜନ୍ମ ଦେଇଥିଲା, ସେ ପୁଅକୁ ଏବେ ହେଇଛି ବ୍ଲଡ୍ କ୍ୟାନସର । କେତେ ଅବା ବୟସ ହେବ? ଯେଉଁ ବୟସରେ…
Read More...

ବସନ୍ତର ଛୁଆଁରେ ଫଗୁଣ ଛାତିରେ ଫୁଟିଛି ପଳାଶ ଫୁଲ । ଦେହେ ନାହିଁ ବାସ, ହେଲେ ବାଣ୍ଟୁଥାଏ ହସ ।

କନକ ବ୍ୟୁରୋ: ବାଟରେ ଗଲା ବେଳେ ଏ ଫୁଲ ଉପରେ ଆପଣଙ୍କ ଆଖି ପଡିଥିବ । ରାସ୍ତାରେ ଚାଲି ଚାଲି ଯିବା ବେଳେ ବି ବାଟସାରା ବିଞ୍ଚି ହୋଇ ପଡିଥିବା ଫୁଲର ପାଖୁଡା ଉପରେ ଆପଣଙ୍କ ପାଦ ପଡିଥିବ । ନୀଳ ଆକାଶରେ ସତେ କିଏ ନାଲି ଲାଇଟ ଟାଙ୍ଗିଦେଲା ପରି ଦିଶୁଥିବା ଏ ଲାଲ ଟୁକୁଟୁକୁ ଫୁଲକୁ ଦେଖି ଆପଣ କେଇ…
Read More...

ସଞ୍ଜ ହେଉ କି ସକାଳ, କି ବୈଶାଖର ଉଦୁଉଦିଆ ଖରାବେଳ…ଓଡିଆଙ୍କ ଭାରି ପ୍ରିୟ ପଖାଳ । ପଖାଳ ଖାଲି ଖାଦ୍ୟ ନୁହେଁ-…

କନକ ବ୍ୟୁରୋ: ପଖାଳ କଂସା ପାଖରେ ବଡିଚୁରା ଥିବ । ଟମାଟ ବାଇଗଣ ଚକଟା ହେଇଥିବ । ଦି ପିସ୍ ଲଙ୍କା ସହ..ଗୋଟା ପିଆଜ ୪ ପିସ୍ କଟା ହେଇଥିବ । ବାସ୍....ଆଉ କଣ ଦରକାର ଯେ? ବୋଉ ବଢେଇଥିବା କଂସେ ପଖାଳ ସାଙ୍ଗେ ସାଙ୍ଗେ ପେଟରେ ପଷିଯିବ । ଆମ ଓଡିଆଙ୍କ ସବୁଠୁ ବେଶି ପ୍ରିୟ ଖାଦ୍ୟ, ଯଦି କିଛି ଥାଏ…
Read More...