କନକ ବ୍ୟୁରୋ : ହାସ୍ୟ ଅଭିନେତା ପପୁ ପମପମଙ୍କ କାର୍ କେଳେଙ୍କାରୀର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ଜଣେ ନାବାଳିକାଙ୍କୁ ଅଭିନୟ ସୁଯୋଗ ଦେବାର ପ୍ରଲୋଭନ ଦେଖାଇ ଯୌନ ନିର୍ଯାତନା ସଂପର୍କୀତ ମାମଲାରେ ଶିଶୁ ମଙ୍ଗଳ କମିଟି ଓ ପୋଲିସ ଦ୍ୱାରା କରାଯାଇଥିବା ତଦନ୍ତର ରିପୋର୍ଟ କନକ ନ୍ୟୁ୍ଜର ହସ୍ତଗତ ହୋଇଛି । ଏହି ରିପୋର୍ଟରେ କୁହାଯାଇଛି, କାର ଭିତରେ ପପୁ ପମପମ ନାବାଳିକାଙ୍କୁ ପ୍ରଥମେ ପ୍ରଲୋଭନ ଦେଖାଇଥିଲେ ଏବଂ ପରେ ଜୋରଜବରଦସ୍ତ ତାଙ୍କୁ ଛୁଇଁବା ପାଇଁ ଉଦ୍ୟମ କରିଥିଲେ ।
ଦେଖନ୍ତୁ ଏହି ରିପୋର୍ଟ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Screen-shot-2017-04-28-at-5.26.57-PM.png)