କାଷ୍ଟିଂକାଉଚ୍ ଅଭିଯୋଗରେ ପପୁ ପମପମ୍ ଗିରଫ ହେବା ପରେ ପୂରା ଓଲିଉଡ଼ରେ ଆଲୋଡ଼ନ ଖେଳିଯାଇଛି । ବର୍ଷିୟାନ ଅଭିନେତା ମିହିର ଦାସ କହିଛନ୍ତି,କାଷ୍ଟିଂକାଉଚ୍ ପାଇଁ କେବଳ ଗୋଟିଏ ପକ୍ଷକୁ ଦାୟୀ କରାଯାଇପାରିବ ନାହିଁ । ଗୋଟିଏ ହାତରେ ତାଳି ବାଜେ ନାହିଁ ବୋଲି କହିଛନ୍ତି ଅଭିନେତା ମିହିର ଦାସ । କାଷ୍ଟିଂକାଉଚ୍ ଅଭିଯୋଗ ପ୍ରସଙ୍ଗକୁ ନେଇ ମିହିର ଦାସଙ୍କ ସହ ସାକ୍ଷାତକାରକୁ ଦେଖିବା ୱାନ୍-ଟୁ- ୱାନର ଏହି ଏପିସୋଡରେ ।
ପପୁଙ୍କ ଗିରଫଦାରୀ ପରେ ବରିଷ୍ଠ ଅଭିନେତା ମିହିର ଦାସଙ୍କ ବିତର୍କିତ ବୟାନ
/kanak/media/post_attachments/wp-content/uploads/2016/07/vlcsnap-2016-07-02-11h51m59s267.png)