ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଲିଉଡରେ କାଷ୍ଟିଂ କାଉଚ ପ୍ରସଙ୍ଗ । ମହିଳା ଥାନାରେ ଏତଲା ଦେଲେ ଅଭିନେତ୍ରୀ ଶର୍ମିଷ୍ଠା । ୬ ଜଣଙ୍କ ନାଁରେ ଅଭିନେତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି । ପ୍ରଯୋଜକ ସୁବ୍ରତ ନାୟକ, ନିର୍ଦେଶକ ତାପସ ସରଗରିଆ , ଚଣ୍ଡି ପରିଜା, ନିହାର ସାମଲ, ବିନି ସାମଲ ଓ ଇଭେଂଟ ମ୍ୟାନେଜର ବାପି ଜେନାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ।ଦେଖନ୍ତୁ ଏହି ଭିଡିଓ :
ଏହା ସହ ସମ୍ଭୋଗ ସମ୍ରାଟଙ୍କ କଳା କାହାଣୀ : ପପୁଙ୍କ ପାପରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/vlcsnap-2016-06-26-12h05m19s010.png)