ବୁଧବାର ସକାଳ ୯ : ୨୮ ମିନିଟରେ ଇସ୍ରୋ ସଫଳତାର ସହ ପିଏସଏଲ୍-ସି ୪୭ ଯୋଗେ କୃତ୍ରିମ ଉପଗ୍ରହ କାର୍ଟୋସାଟ୍-୩ କୁ ଉତକ୍ଷେପଣ କରି କକ୍ଷପଥରେ ସ୍ଥାପନ କରିଛି। ଏହି ରିମୋଟ୍ ସେନ୍ସିଙ୍ଗ୍ ସାଟେଲାଇଟ୍ ଭୂପୃଷ୍ଟକୁ ବିସ୍ତୃତ ଭାବେ ମ୍ୟାପିଙ୍ଗ୍ କରି ପାରିବ।/kanak/media/post_attachments/wp-content/uploads/2019/11/Cartosat_3_launch_ISRO-300x225.jpg)
କାର୍ଟୋସାଟ୍ ସହ ପିଏସଏଲଭି ଏହାର ୪୯ ତମ ଉଡ଼ାଣରେ ଯୁକ୍ତରାଷ୍ଟ୍ର ଆମେରିକାର ୧୩ଟି ଅତି କ୍ଷୁଦ୍ର ସାଟେଲାଇଟ୍ ମଧ୍ୟ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରିଛି। ସତୀଶ ଧାଓ୍ଵନ୍ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ୍ ପ୍ୟାଡରୁ ସକାଳ ୯: ୨୮ ରେ ଉତକ୍ଷେପିତ ହେବାର ୧୭ ମିନିଟ୍ ପରେ କାର୍ଟୋସାଟ୍-୩ କୁ ପୋଲାର୍ ସନ୍ ସିଙ୍କ୍ରୋନସ୍ ଅରବିଟରେ ସ୍ଥାପନ କରିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/EKWdgP1UYAAOPYU.jpg)