ଦଶମ ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣସୁଯୋଗ! ଡାକ ବିଭାଗରେ ଚାକିରୀ ନେଇ ବିଜ୍ଞପ୍ତି ପ୍ରକାଶ, ଦରମା ୨୦,୦୦୦

ଏବେ ଅନଲାଇନରେ ମିଳିବ ପୋଷ୍ଟଅଫିସ୍ ସୁବିଧା ! ସହଜ ହେବ ଟଙ୍କା ନେଣଦେଣ, ଗ୍ରାହକ ନିଜ ଇଚ୍ଛାରେ ଆରମ୍ଭ କରିପାରିବେ ସେବା

ଦଶମ ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ଗୁଜରାଟ ଡାକ ବିଭାଗ ନେଇ ଆସିଛି ନିଯୁକ୍ତିର ପସରା । ତେବେ ଆବେଦନ ପ୍ରକ୍ରିୟା ୨୪ ମାର୍ଚ୍ଚରୁ ଆରମ୍ଭ ହୋଇ ୧୦ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ ।

ପଦବୀ : ମଲ୍ଟି-ଟାସ୍କିଂ ଷ୍ଟାଫ

ପଦବୀ ସଂଖ୍ୟା : ୪୧୩

ଶିକ୍ଷାଗତ ଯୋଗ୍ୟତା : କୌଣସି ବି ମାନ୍ୟତା ପ୍ରାପ୍ତ ସଂସ୍ଥା କିମ୍ବା ବୋର୍ଡରୁ ଦଶମ ପାସ କରିଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ଲିଖିତ ଏବଂ ଇଂଟରଭ୍ୟୁ ଆଧାରରେ ଚୟନ ପ୍ରକିୟା କରାଯିବ ।

ଦରମା : ୧୮ ହଜାର ଟଙ୍କାର ଗ୍ରେଡ ପେ ସହ ଆଶାୟୀ ପ୍ରାର୍ଥୀଙ୍କୁ ୫,୨୦୦-୨୦,୨୦୦ ଟଙ୍କା ଦରମା ।

କେଉଁଠି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନଲିଖିତ ୱେବସାଇଟରେ www.gujaratpost.gov.in ରେ ଆବେଦନ କରି ପାରିବେ ।

ଆବେଦନର ଅନ୍ତିମ ତାରିଖ : ୧୦ ଏପ୍ରିଲ, ୨୦୧୮

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe