କନକ ବ୍ୟୁରୋ: ପିକନିକ୍ ହେଲା କାଳ । ୪୦ ଫୁଟ ତଳକୁ ଖସିଲା କାର । ଗଜପତି ମହେନ୍ଦ୍ରଗିରି ଶୈବ ପୀଠରେ ଦୁର୍ଘଟଣା । ଦୂର୍ଘଟଣାରେ କାରରେ ଥିବା ୪ ଜଣ ଆହତ ହୋଇଛନ୍ତି । ବ୍ରହ୍ମପୁର ସହରର ଚାରି ଜଣ ସାଙ୍ଗ ବୁଲିବାକୁ ମହେନ୍ଦ୍ରଗିରି ଶୈବ ପୀଠ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛିି । ହେଲେ ସମସ୍ତେ ସୁରକ୍ଷିତ ଅଛନ୍ତି ।