ଶ୍ରୀକ୍ଷେତ୍ର ବାହାରେ ରଥଯାତ୍ରା ! ଦେଖନ୍ତୁ ଦେଶ ବିଦେଶରେ ପାଳିତ ହୋଇଥିବା ଘୋଷଯାତ୍ରାର ଝଲକ୍

38

କନକ ବ୍ୟୁରୋ : ଜଗତର ନାଥ ଜଗନ୍ନାଥ । ସେ ବିଶ୍ୱର ଠାକୁର । ସେଥିପାଇଁ ଶ୍ରୀକ୍ଷେତ୍ର ବାହାରେ ମଧ୍ୟ ପାଳିତ ହେଉଛି ରଥଯାତ୍ରା । ଓଡିଶା ବାହାରେ କାହିଁକି ଭାରତ ବାହାରେ ମଧ୍ୟ ଶୁଭିଛି ଜୟ ଜଗନ୍ନାଥ ଧ୍ୱନି । ଲଣ୍ଡନ ଓ ଜାପାନରେ ବି ରଥାରୁଢ ହୋଇ ଶ୍ରଦ୍ଧାଳୁଙ୍କ ଗହଣକୁ ଚାଲିଆସିଛନ୍ତି ତିନି ଠାକୁର । ଦେଖନ୍ତୁ ଦେଶ ବିଦେଶରେ ପାଳିତ ହୋଇଥିବା ରଥଯାତ୍ରାର ଝଲକ ।