କନକ ବ୍ୟୁରୋ : ଜଗତର ନାଥ ଜଗନ୍ନାଥ । ସେ ବିଶ୍ୱର ଠାକୁର । ସେଥିପାଇଁ ଶ୍ରୀକ୍ଷେତ୍ର ବାହାରେ ମଧ୍ୟ ପାଳିତ ହେଉଛି ରଥଯାତ୍ରା । ଓଡିଶା ବାହାରେ କାହିଁକି ଭାରତ ବାହାରେ ମଧ୍ୟ ଶୁଭିଛି ଜୟ ଜଗନ୍ନାଥ ଧ୍ୱନି । ଲଣ୍ଡନ ଓ ଜାପାନରେ ବି ରଥାରୁଢ ହୋଇ ଶ୍ରଦ୍ଧାଳୁଙ୍କ ଗହଣକୁ ଚାଲିଆସିଛନ୍ତି ତିନି ଠାକୁର । ଦେଖନ୍ତୁ ଦେଶ ବିଦେଶରେ ପାଳିତ ହୋଇଥିବା ରଥଯାତ୍ରାର ଝଲକ ।
ଶ୍ରୀକ୍ଷେତ୍ର ବାହାରେ ରଥଯାତ୍ରା ! ଦେଖନ୍ତୁ ଦେଶ ବିଦେଶରେ ପାଳିତ ହୋଇଥିବା ଘୋଷଯାତ୍ରାର ଝଲକ୍
/kanak/media/post_attachments/wp-content/uploads/2017/06/vlcsnap-2017-06-25-21h11m40s461.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)