କନକ ବ୍ୟୁରୋ: ଭୁବନେଶ୍ୱର ବମିଖାଲ ଓଭରବ୍ରିଜରୁ ତଳକୁ ଖସିଲା କାର । ଡ୍ରାଇଭର ଗୁରୁତର । ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ ଏହି କାରଟିକୁ ଦେଖନ୍ତୁ କେମିତି ତଳକୁ ଖସି ପଡିବା ପରେ ଭାଂଗି ଚୁରମାର ହୋଇ ଯାଇଛି । ତେବେ କେମିତି ତଳକୁ ଖସିଲା ତାହା ସ୍ପଷ୍ଟ ହୋଇନାହିଁ ।
ଓଭରବ୍ରିଜ ଉପରୁ ଖସିପଡିଲା କାର୍ । ଗୁରୁତର ଅବସ୍ଥାରେ ଡ୍ରାଇଭର ହସ୍ପିଟାଲରେ ଭର୍ତ୍ତି
/kanak/media/post_attachments/wp-content/uploads/2023/09/10-25.jpg)