ରିଲିଜ ହେଲା କିସିଙ୍ଗ କିଙ୍ଗ ଇମ୍ରାନ୍ ହାସମିଙ୍କ ହୋମ ପ୍ରଡକ୍ସନର ଚଳଚ୍ଚିତ୍ର “କ୍ୟାପେଟନ୍ ନବାବ’’ର ପୋଷ୍ଟର। ଏହି ପୋଷ୍ଟରରେ ଇମ୍ରାନଙ୍କ ଲୁକ୍ ଅଛି ସଂପୂର୍ଣ୍ଣ ଭିନ୍ନ । ପୋଷ୍ଟରରେ ଦୁଇଟି ବନ୍ଧୁକ ଧରି ଜଣେ ସୈନିକ ଭାବେ ନଜର ଆସିଛନ୍ତି ଇମ୍ରାନ । କ୍ୟାପେଟନ୍ ନବାବରେ ଇମ୍ରାନଙ୍କୁ ଉଭୟ ଭାରତ ଓ ପାକିସ୍ଥାନ ସେନାର ଜଣେ ଯବାନଙ୍କ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ଟ୍ୟାଗ୍ ଲାଇନ୍ ହେଉଛି ଦୁଇ ଦେଶ କିନ୍ତୁ ଜଣେ ସୈ÷ନିକ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ନିର୍ଦେଶକ ଟୋନି ଡିସୁଜା । ଇମ୍ରାନ୍ ହାସମିଙ୍କ ଏହି ଭିନ୍ନଧର୍ମୀ ଚଳଚ୍ଚିତ୍ର ଆସନ୍ତା ବର୍ଷ ପରଦାକୁ ଆସିବ ।
ରିଲିଜ ହେଲା “କ୍ୟାପେଟନ୍ ନବାବ’’ର ପୋଷ୍ଟର
/kanak/media/post_attachments/wp-content/uploads/2016/08/26_08_2016_113_003.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)