କନକବ୍ୟୁରୋ: ଜବରଦଖଲକାରୀଙ୍କ କବଜାରେ ରାଜଧାନୀ ଜମି । ଶହ ଶହ ଏକର ଜମିକୁ କବଜା କରିଛନ୍ତି ଜବରଦଖଲକାରୀ । ବିଡିଏ, ଲୋକସେବା ଭବନ, ବିଧାନସଭାର ନାକ ତଳେ ସରକାରୀ ଜମିକୁ ଜବରଦଖଲକାରୀମାନେ କବଜା କରି ରଖିଛନ୍ତି ।
୨୦୧୩ର ବିଧାନସଭା ତଥ୍ୟ ଅନୁସାରେ, ଭୁବନେଶ୍ୱର ସହରାଂଚଳରେ ୪୭୪ ଏକର ୨୯୬ ଡିସିମିଲ ଜମି ଜବରଦଖଲକାରୀଙ୍କ କବଜାରେ ଅଛି । ୧୦୫୭୯ ଜଣ ଜବରଦଖଲକାରୀ ସରକାରୀ ଜମିକୁ କବଜାରେ ରଖିଛନ୍ତି ।
ଜବରଦଖଲକାରୀଙ୍କ ମଧ୍ୟରେ ୧୩୨ଜଣ ଉଚ୍ଚପଦାଧିକାରୀ ଅଛନ୍ତି । ୨୦୧୯ରେ ଜବରଦଖଲ ଜାଗାର ପରିମାଣ ନେଇ ସେ ସମୟରେ ବିଧାୟକ ସୁଧୀର କୁମାର ସାମଲଙ୍କ ପ୍ରଶ୍ନର ଉତର ରଖିଥିଲେ ମୁଖ୍ୟମନ୍ତ୍ରୀ ଉତର ରଖିଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ, ତଥ୍ୟ ସଂଗ୍ରହ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/06/20-22.jpg)