ସକାଳୁ ସକାଳୁ ରାଜଧାନୀରେ କୁହୁଡିର ଚାଦର ! ଆଗକୁ ଶୀତ ବଢିବା ନେଇ ପାଣିପାଗର ସୂଚନା,କମୁଛି ରାତିର ତାପମାତ୍ରା ।

ସକାଳୁ ସକାଳୁ ରାଜଧାନୀରେ କୁହୁଡିର ଚାଦର ! ଆଗକୁ ଶୀତ ବଢିବା ନେଇ ପାଣିପାଗର ସୂଚନା,କମୁଛି ରାତିର ତାପମାତ୍ରା ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଧିରେ ଧିରେ ଏହା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଉଛି । ଏହାର ପ୍ରଭାବରେ ଓଡିଶାର ଦକ୍ଷିଣ ପୂର୍ବ ଉପକୂଳର କେତେକ ଜିଲ୍ଲାରେ କୁହୁଡି ପଡିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

publive-image

ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡି ପଡିଛି । ରାସ୍ତାରେ ଘନ କୁହୁଡିର ଚାଦର ପଡିଥିବାରୁ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି । କୋହଲା ପାଗ ସାଙ୍ଗକୁ କୁହୁଡି ପଡିଥିବା ବେଳେ ପୂର୍ବ ଦୁଇ ଦିନ ଅପେକ୍ଷା ଆଜି ଶୀତ ବଢିଛି । ଆଗକୁ ଶୀତ ବଢିବ ବୋଲି ପୂବ ର୍ାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe