ଟଙ୍କା ବାଣ୍ଟୁଥିଲେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ : ପ୍ରାର୍ଥୀଙ୍କୁ ଧରି ପୋଲିସକୁ ଦେଲେ ଲୋକ, ଜବତ ହେଲା ଟଙ୍କା

Advertisment
ଟଙ୍କା ବାଣ୍ଟୁଥିଲେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ : ପ୍ରାର୍ଥୀଙ୍କୁ ଧରି ପୋଲିସକୁ ଦେଲେ ଲୋକ, ଜବତ ହେଲା ଟଙ୍କା

କନକ ବ୍ୟୁରୋ : ଟଙ୍କା ବାଣ୍ଟୁଥିବା ବେଳେ ଧରାପଡ଼ିଲେ ପ୍ରାର୍ଥୀ । ସୁନ୍ଦରଗଡ଼ ସଦର-କ ଜୋନର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରବୀଣ ନାୟକ ଟଙ୍କା ବାଣ୍ଟୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । କିଂଜିରିମା ଗ୍ରାମପଂଚାୟତରେ ଟଙ୍କା ବାଣ୍ଟୁଥିବା ବେଳେ ତାଙ୍କୁ ଲୋକେ ଧରିଥିଲେ ଓ ପରେ ପୋଲିସର ଜିମା ଦେଇଥିଲେ । ପଂଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନର ପୂର୍ବ ରାତିରେ ଏହି ଟଙ୍କା ବଂଟା ଏବେ ଚର୍ଚ୍ଚା ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe