କନକ ବ୍ୟୁରୋ: ଗଂଜାମ ଜିଲ୍ଳାର ଚିକିଟି ଓ ପାତ୍ରପୁରରେ ନିର୍ବାଚନ ପ୍ରଚାର ଜୋର ଧରିଛି । ଚିକିଟିର ଯୁବରାଜ ପ୍ରଚାର ମଇଦାନରେ ଅଛନ୍ତି । ଚିକିଟି ଓ ପାତ୍ରପୁର ବ୍ଳକ ହେଉଛି ଓଡିଶା ଓ ଆନ୍ଧ୍ର ସିମାନ୍ତ ଅଂଚଳରେ ରହିଛି । ଏଠାରେ ଅନେକ ତେଲୁଗୁ ଭାଷାଭାଷି ଓ ଆଦିବାସୀ ବସବାସ କରନ୍ତି ।
ସ୍ୱାମୀ ସାଇକେଲ ଚଲାଉଛନ୍ତି, ପତ୍ନୀ ଭୋଟ ମାଗୁଛନ୍ତି । ନିର୍ବାଚନି ପ୍ରଚାର ପାଇଁ ଗାଁ ଏବେ ଗହଳଚହଳ । ଏତିକି ବେଳେ ସାମ୍ନାକୁ ଆସିଛି ସାଇକେଲରେ ପ୍ରଚାର ଦୃଶ୍ୟ ୍ୟ । କୋରାପୁଟ ଜିଲ୍ଲା ଜୟପୁର ବ୍ଳକର ୨ ନମ୍ବର ଜୋନ ବିଜେଡ଼ି ମହିଳା ଜିଲ୍ଲା ପରିଷଦ ପ୍ରାର୍ଥି ଆସ୍ଥା ନାୟକ, ସ୍ୱାମୀଙ୍କ ସାଇକେଲରେ ବସି ଗାଁ ଗାଁ ବୁଲୁଛନ୍ତି । ସକାଳୁ ସନ୍ଧ୍ୟା କାହା ଉପରେ ଭରସା ନ କରି ସ୍ୱାମୀଙ୍କ ସହ ସାଇକଲ ପ୍ରଚାରରେ ବାହାରି ପଡ଼ୁଛନ୍ତି ଆସ୍ଥା । ରାଜ୍ୟ ସରକାରଙ୍କ ଯୋଜନାକୁ ଅସ୍ତ୍ର କରି ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/8-3.jpg)