କନକ ବ୍ୟୁରୋ: ବାଲେଶ୍ୱର ଗସ୍ତରେ ରାଜ୍ୟ ବିଜେପିର ବରିଷ୍ଠ ନେତା । ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ,ମନମୋହନ ସାମଲ ବାଲେଶ୍ୱର ଅଛନ୍ତି । ବାଲେଶ୍ୱରରେ ପହଞ୍ଚିିବା ପରେ ବାଇକ୍ ରାଲିରେ ଯାଇ ମାହେଶ୍ୱରୀ ଭବନରେ ପହଞ୍ଚିବେ । ସେଠାରେ ଦଳୀୟ କର୍ମକର୍ତାଙ୍କ ସହ ବୈଠକ କରିବେ । ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ, ବାଲେଶ୍ୱର ସଦର ପ୍ରାର୍ଥୀ ମାନସ ଦତ ଓ ରେମୁଣା ପ୍ରାର୍ଥୀ ଗୋବିନ୍ଦ ଦାସଙ୍କ ସହ ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ସାମିଲ ହେବେ ।
ଅନ୍ୟପଟେ ଆଉ କିଛି ସମୟ ପରେ ଭୋଗରାଇରେ ପ୍ରଚାର କରିବାକୁ ପହଞ୍ଚିବେ କଂଗ୍ରେସ ନେତା ସଚିନ ପାଇଲଟ୍ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କଂଗ୍ରେସ ନେତା ସଚିନ ପାଇଲଟ । ୨ଟି ସଭାକୁ ସେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/19-8.jpg)