କନଳ ବ୍ୟୁରୋ : ଧାମନଗର ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ଭୋଟରଙ୍କୁ ମନାଇବାକୁ ପ୍ରାର୍ଥୀ ଘର ଘର ବୁଲି ପ୍ରଚାର କରୁଛନ୍ତି । ବିଜେପିର ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ପ୍ରାର୍ଥୀଙ୍କୁ ମନେଇବାକୁ ଚେଷ୍ଟା ଜାରି ରଖିଛନ୍ତି । ପ୍ରଚାର ଗାଡ଼ିରେ ଦିବଂଗତ ବିଧାୟକ ତଥା ବାପା ବିଷ୍ଣୁ ସେଠୀଙ୍କ ଫଟୋ ରଖି ଭୋଟ ମାଗୁଛନ୍ତିି ସୁରଜ । ଆସନ୍ତାକାଲି ଠାରୁ ଧାମନଗରରେ ଜମିବ ହେଭିୱେଟଙ୍କ ପ୍ରଚାର । ଦଳୀୟ ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ୨ ଦିନ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଜୋରଦାର ପ୍ରଚାର କରୁଛନ୍ତି ।
ଧାମନଗରରେ ଜମୁଛି ପ୍ରଚାର: କ୍ୟାମ୍ପେନ ମାଧ୍ୟମରେ ଭୋଟରଙ୍କ ସମର୍ଥନ ହାତେଇବାକୁ ପ୍ରାର୍ଥୀଙ୍କ ଜୋରଦାର ଚେଷ୍ଟା
/kanak/media/post_attachments/wp-content/uploads/2022/10/39-13.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)