ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର : ମଇଦାନରେ ତିନି ଦଳର ପ୍ରାର୍ଥୀ

ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର : ମଇଦାନରେ ତିନି ଦଳର ପ୍ରାର୍ଥୀ

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ମଇଦାନରେ ତିନି ଦଳର ପ୍ରାର୍ଥୀ । ପିପିଲି ଓ ଡେଲାଙ୍ଗର ବିଭିନ୍ନ ପଂଚାୟତରେ ଜୋରଦାର ପ୍ରଚାର କରୁଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ । ଘର ଘର ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ ଓ ତାଙ୍କ ସମର୍ଥକ । ତିନି ପ୍ରମୁଖ ଦଳର ବଡ ବଡ ନେତା ମଧ୍ୟ ପିପିଲିରେ ପ୍ରଚାର କରୁଛନ୍ତି । ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ୩ ତାରିଖରେ ଭୋଟ୍ ଗଣତି କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe