ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅବକାରୀ ଆଇନ୍ ସଂଶୋଧନ ପ୍ରସ୍ତାବ ଉପରେ ଲାଗିପାରେ ମୋହର

Advertisment
ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅବକାରୀ ଆଇନ୍ ସଂଶୋଧନ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ୬ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ଅବକାରୀ ଆଇନ ୨୦୦୮ର ସଂଶୋଧନ, ପ୍ରେସ୍ କର୍ମଚାରୀଙ୍କ ସର୍ଭିସ୍ ରୁଲରେ ସଂଶୋଧନ, ସଂସ୍କୃତ କଲେଜ ଗ୍ରାଣ୍ଡ ଇନ୍ ଏଡ୍ ବୃଦ୍ଧି ନିୟମାବଳୀର ସଂଶୋଧନ, ଏସ୍ସିଏସ୍ଟି ଶିକ୍ଷକଙ୍କ ସର୍ଭିସ୍ ନିୟମରେ ସଂଶୋଧନ, ଓଡ଼ିଶା ଜୁଡିସିଆଲ ସର୍ଭିସ୍ ନିୟମାବଳୀରେ ସଂଶୋଧନ ଏବଂ ଓଡ଼ିଶା ରାଜସ୍ୱ ସେବା ଗ୍ରୁପ-ଡି କର୍ମଚାରୀ ସର୍ଭିସ୍ ନିୟମାବଳୀରେ ସଂଶୋଧନ ଆଦି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe